ଉପକଣ୍ଠରେ ପରିବା ଦର ଆକାଶଛୁଆଁ : ପୋଟଳ ୧୦୦କୁ ବିନ୍‌ ୮୦

ବାତ୍ୟା ‘ଜୱାଦ’ ପ୍ରଭାବରେ ଖାଉଟି ହନ୍ତସନ୍ତ ବାଲିଅନ୍ତା: ବାତ୍ୟା ‘ଜୱାଦ’ ପ୍ରଭାବରେ ଲୋକମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଇଛି। ବର୍ଷା, ପବନ ମାଡ଼ରେ ବିଲବାଡ଼ିରେ କୋଶଳା, ଧନିଆ, ଲଙ୍କା, ମୂଳା, ପାଳଙ୍ଗ, ଝୁଡ଼ଙ୍ଗ ଓ ବିନ୍‌ ଆଦି ଲତାଜାତୀୟ ପରିବା ଫସଲ ନଷ୍ଟ ହୋଇଯାଇଛି। ଏଥିସହ କୁଶଭଦ୍ରା ଓ ଭାର୍ଗବୀ ଓ ଦୟା ନଦୀପଠା ଅଞ୍ଚଳରେ ଲାଗିଥିବା ବିଭିନ୍ନ ପରିବା ଫସଲ ଉଜୁଡ଼ି ଯାଇଛି। ସ୍ଥାନୀୟ ନୂଆସାହି, କୁଶୁପଦା, ଝିଣ୍ଟିଶାସନ, ବାୟାଁପଦା, … Continue reading ଉପକଣ୍ଠରେ ପରିବା ଦର ଆକାଶଛୁଆଁ : ପୋଟଳ ୧୦୦କୁ ବିନ୍‌ ୮୦